Aaina envisions an inclusive society where every individual has a distinct identity, exercises independence, and enjoys their rights with dignity and equity. We are committed to supporting persons with disabilities, women, children, the elderly, the ultra-poor, other marginalized and vulnerable groups.
ଆଇନା ଏକ ସମାବେଶୀ ସମାଜର ପରିକଳ୍ପନା କରେ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ଵତନ୍ତ୍ର ପରିଚୟ ଓ ସ୍ଵାଧୀନତାକୁ ବଜାୟ ରଖିବା ସହ ସମତା ଏବଂ ମର୍ଯ୍ୟାଦା ସହକାରେ ନିଜର ଅଧିକାର ସାବ୍ୟସ୍ତ କରିପାରୁଥିବେ | ଆମେ ଭିନ୍ନକ୍ଷମ, ମହିଳା, ଶିଶୁ, ବରିଷ୍ଠ, ଅତି ଗରିବ, ଅନ୍ୟାନ୍ୟ ଅବହେଳିତ ଏବଂ ବିପଦଶଙ୍କୁଳ ବର୍ଗଙ୍କୁ ସମର୍ଥନ ଓ ସହାୟତା କରିବା ପାଇଁ ପ୍ରତିବଦ୍ଧ |









